ଦିଗପହଣ୍ଡି: ଲୋଚାପଡ଼ା ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ଯା ବୁଝିଲେ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଲୋଚାପଡା ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ସେ ନିର୍ବାଚନ ସମୟରେ ଲୋକଙ୍କ ନିକଟରେ ପହଂଚି ସମସ୍ୟା ବୁଝିବା ସହ ତାହାର ପ୍ରତିକାର କରିବା କୁ ଯେଉଁ ପ୍ରତିଶ୍ମୃତି ଦେଇଥିଲେ ତାହା ଅତି ଶିଘ୍ର ପୁରଣ କରିବା ପାଇଁ କହିଥିଲେ ମନ୍ତ୍ରୀ ।