#ପୁଣି_କିସ୍_ବିରୋଧରେ_ଆସିଲା_ସାଂଘାତିକ_ଅଭିଯୋଗ ଭୁବନେଶ୍ଵର କିସରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ମୃତ ଶରୀର ଧରି ପରିବାର ଏବଂ ଗ୍ରାମବାସୀଙ୍କ ଧାରଣା। ମୃତକ ହେଲେ କେନ୍ଦୁଝର ଟାଉନ ଥାନା ଟିକରଘୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା । ଛାତ୍ର ଜଣଙ୍କ କିସ ରେ ନବମ ଶ୍ରେଣୀରେ ପଡୁଥିଲେ। । ପାଇଖାନାରେ ପଡ଼ିଗଲା କହିଲେ ବେକରେ ଦାଗ କେମିତି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି।