ନିମାପଡା: ଆସନ୍ତା ରକ୍ଷା ବନ୍ଧନରେ ମିଳିବ 'ସୁଭଦ୍ରା'ର ତୃତୀୟ କିସ୍ତି, ସ୍ଥାନୀୟ ଏନଏସି ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
Nimapada, Puri | Jul 27, 2025
ଅଗଷ୍ଟ ୯ ପବିତ୍ର ରକ୍ଷାବନ୍ଧନ ଅବସରରେ ୧ କୋଟି ୨ ଲକ୍ଷ ୪୦ ହଜାର ସୁଭଦ୍ରା ଭଉଣୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ...