ଦ୍ବିତୀୟ ଦୈନିକ ବଜାରରେ ଥିବା ଷ୍ଟଲଖାଲି କରିବାକୁ ପୌର ପାଳିକାର ନୋଟିସ କରଯାଇଛି l ଏନେଇ ଦୋକାନ ମାଲିକ ମାନେ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଜୟପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ର ଦ୍ୱାରସ୍ତ ହୋଇଛନ୍ତି l ଦୋକାନୀ ମାଲିକ କଣ କହୁଛନ୍ତି ଶୁଣନ୍ତୁ l ଜଗନ୍ନାଥ ସାଗର ସୌନ୍ଦର୍ଯ୍ୟକରଣ ନିମନ୍ତେ ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ଜଗନ୍ନାଥ ସାଗର କୂଳକୁ ଲାଗିଥିବା ୧୬ଟି ଦୋକାନ ଗୁଡିକୁ ପୌରପାଳିକା ପକ୍ଷରୁ ୭ଦିନ ମଧ୍ୟରେ ଖାଲି କରିବାକୁ ନୋଟିସ ଦିଆଯାଇଛି।