ମୋରଡାଥାନା ଅଧୀନ ଫୁଟକଶୋଳ ସମେତ ବିଭିନ୍ନସ୍ଥାନରେ ଥିବା ମୋବାଇଲ ଟାୱାର ମାନଙ୍କରୁ ଚୋରି କରୁଥିବା ରାକେଟର ମାଷ୍ଟରମାଇଣ୍ଡ ସମେତ ସହଯୋଗୀ ଏବଂ କିଙ୍ଗପିନ ମହିଳାଙ୍କୁ ଗିରଫକରି ଶନିବାର ଅପରାହ୍ନ ୫ଟାରେ କୋର୍ଟଚାଲାଣକଲା ପୁଲିସ l ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବାରିପଦା ସଦରଥାନା ଅଧୀନ ବାଉତିଶୋଳ ଗ୍ରାମର ତପୁ ଦାସ,ତପୁର ପତ୍ନୀ ତଥା ସହଯୋଗୀ ପରିସ୍ମା ପ୍ରଧାନ ଏବଂ ସେହି ଗାଁର ଅନ୍ୟଜଣେ ସହଯୋଗୀ ମନୋଜ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି l