ବାଲିଝାଟି ସ୍ଥିତ କାର୍ଯ୍ୟଳୟ ଠାରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିଝାଟି ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ ରବିବାର ଅପରାହ୍ନ ୨ଟାରେ ଲୋକଙ୍କ ସମସ୍ୟା ବୁଝିଲେ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା। ଏଥିରେ ବ୍ୟକ୍ତି ଗତ ଗୋଷ୍ଠୀ ଗତ ସମସ୍ୟା ଉପରେ ଆଲୋଚନା କରିବା ସହିତ ସମ୍ପର୍କିତ ବିଭାଗ କୁ ଶୀଘ୍ର ସମାଧାନ ପାଇଁ ବିଧାୟକ ନିର୍ଦ୍ଧେଶ ଦେଇଥିଲେ।