ଜି ଉଦୟଗିରି: ଦୃତ ଗତିରେ ବାଇକ୍ ଚଲାଇବା, ଆବଶ୍ୟକ କାଗଜ ପତ୍ର ନ ଥିବା ଅଭିଯୋଗ ରେ ଜି ଉଦୟଗିରି ସହର ମଧ୍ୟରୁ ପୋଲିସ ବାଇକ୍ କୁ ଜବତ କରିଛି
G Udayagiri, Kandhamal | Jul 19, 2025
ଦୃତ ଗତିରେ ବାଇକ୍ ଚଲାଇବା, ଆବଶ୍ୟକ କାଗଜ ପତ୍ର ନ ଥିବା,ହେଲମେଟ ବ୍ୟବହାର କରିନଥିବା ଅଭିଯୋଗ ରେ ଜି ଉଦୟଗିରି ପୋଲିସ ବାଇକ୍ କୁ ଜବତ କରିବା ସହ...