ବୀରମହାରାଜପୁର: ରୁଗୁଡ଼ିପାଲି ଗାଁରେ କାନ୍ଥ ପଡି ଯୁବ ବ୍ୟବସାୟୀ ମୃତ
ବୀରମହାରାଜପୁର ଥାନା ଅନ୍ତର୍ଗତ ରୁଗୁଡ଼ିପାଲି ଗାଁରେ କାନ୍ଥ ପଡି ଯୁବ ବ୍ୟବସାୟୀ ମୃତ ଘଟିଥିବା ନେଇ ଆଜି ସକାଳ 8ଟା 30ମିନିଟ ସମୟରେ ସୁଚନା ମିଳିଛି l l ଗତକାଲି ରାତି ରେ ରୁଗୁଡ଼ିପାଲି ଗାଁର ଶଶାଙ୍କ ମିଶ୍ରଙ୍କ ଦେହରେ ପଡିଯାଇଥିଲା ଦୋକାନ ଘର କାନ୍ଥ l ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖନାରେ ଭର୍ତ୍ତି କରିଥିଲେ ପରିବାର ଲୋକ l ମାତ୍ର ବିଲବିତ ରାତିରେ ତାଙ୍କର ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ଏହି ଘଟଣାଟି ଆଜି। ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି l ଆଜି ସବ ବ୍ୟବଚ୍ଛେଦ ପରେ ପରିବାରକୁ ହସତନତ୍ର କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ଲ