ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ରାମ କୃଷ୍ଣ ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଓ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ସ୍କୁଲ ର ପ୍ରଧାନ ଦିନେଶ ନାଏକ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଡ଼ିଓ ସଦାଶିବ ନାୟକ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ନିଜ ସ୍ବପ୍ନ ସାକାର କରିବାକୁ ପ୍ରଗାଢ଼ ପରିଶ୍ରମ କରିବାକୁ ପ୍ରେରଣା ଦେବା ସହ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ର ଆଶୁ ସମାଧାନ ପାଇଁ ପ୍ରତିସୃତି ଦେଇଥିଲେ।