ରେ ଏକ ଯାତ୍ରୀ ବାହୀ ଅଟୋ କୁ ଏକ କାର ପଛ ରେ ଧକ୍କା ଦେଇଛି l ଫଳରେ ଏହି ଦୁର୍ଘଟଣା ରେ ଯାତ୍ରୀ ବାହୀ ଅଟୋ ରେ ବସିଥିବା 4 ଜଣ ଗୁରୁତର ଆହାତ ହୋଇଛନ୍ତି l ସେମାନ ଙ୍କୁ ସ୍ଥାନୀୟ ଅଞ୍ଚଳ ବାସି ଉଦ୍ଧାର କରି ଚିକିତ୍ସା ପାଇଁ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି l ସେମାନ ଙ୍କର ପରିଚୟ ଜଣା ପଡି ନାହିଁ l ଘଟଣା ରୁ ଜଣା ପଡିଛି ଜେ ହଣ୍ଡପା ରୁ ନାକିଚି ଅଭିମୁଖେ ନମ୍ବର ଓଡି 19 ଏଲ 5488 ଯାଉଥିବା ବେଳେ ପଛ ରୁ ଆସୁଥିବା ଏକ କା