ଭଟଲି: ଭଟଲି ସତିହାରୀ ସରକରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅଭିମୁଖୀକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଟଲି ସତିହାରୀ ସରକରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅଭିମୁଖୀକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ଭଟଲି ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅଭିମୁଖୀକରଣ ତାଲିମ କାର୍ଯ୍ୟକ୍ରମ ଆଜି ମଙ୍ଗଳବାର ଦିନ ସକାଳ ୧୦ଟା୩୦ମିନିଟ ରେ ଆରମ୍ଭ ହୋଇଯାଇଛି।ଏଥିରେ ଭଟଲି ଏବିଇଓ ରିତାରଣୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀ ଗଣେଶ ଓ ସରସ୍ୱତୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣକରି ଧୁପଦୀପ ଜାଳିବା ପରେକାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସତିହାରୀ ସରକାରୀ ବାଳିକାଉଚ୍ଚ ବିଦ୍ୟା ଳୟର ପ୍ରଧାନଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା ଉପସ୍ଥିତ ଥିଲେ।