ରେଢାଖୋଲ: ଆମ୍ବଝୁରୀ ଗ୍ରାମର କୂଅରେ ପଡ଼ି ବୃଦ୍ଧ ମୃତ
ଆମ୍ବଝୁରୀ ଗ୍ରାମର କୂଅରେ ଖସି ବୃଦ୍ଧ ମୃତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀ ଗଡ ପଞ୍ଚାୟତ ଅନ୍ତର୍ଗତ ଆମ୍ବଝୁରୀ ଗ୍ରାମର ଏକ ଖୋଲା ପରିତ୍ୟକ୍ତ କୂଅରେ ଖସି ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ମୃତ ବୃଦ୍ଧ ଜଣକ ହେଲେ ଚମ୍ପେଶ୍ବର ପ୍ରଧାନ । ସେ ଗତ ରାତିରେ ଶୈଚ ହେବା ପାଇଁ ଘର ପଛ ପାଖ କୁ ଯାଉଥିଲେ । ହେଲେ ଭାରସାମ୍ୟ ହରାଇ ଏକ ପରିତ୍ୟକ୍ତ କୁଅରେ ପଡ଼ିଯାଇଥିଲେ । ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ପାଇନଥିଲେ । ଆଜି ସକାଳୁ କୂଅରେ ପଡ଼ିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ବୃଦ୍