ବରଗଡ: ବାନ୍ଦୁଟିକ୍ରା ଛକ ରାସ୍ତାରେ ପାଣି ଜମା ହେଉଥିବା ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ୱାର୍ଡ ନ 9 ଓ 18 ର ବାସିନ୍ଦା
Bargarh, Bargarh (Baragarh) | Jul 23, 2025
ଅଳ୍ପ ବର୍ଷାରେ ବରଗଡ଼ ବାନ୍ଦୁଟିକ୍ରା ଛକ ରାସ୍ତାରେ ପାଣି ଜମା ହେଉଥିବା ସମସ୍ୟାକୁ ନେଇ ୱାର୍ଡ ନମ୍ବର 9 ଓ 18 ର ବାସିନ୍ଦା ପୌରପରିଷଦ...