ବରଗଡ: ଗାନ୍ଧୀ ଛକରେ ଜିଲ୍ଲା ଆପ ପକ୍ଷରୁ ଅନୁଷ୍ଠିତ ହେଲା ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ,ଶୁଣନ୍ତୁ ପ୍ରତିକ୍ରିୟା
Bargarh, Bargarh (Baragarh) | Jul 16, 2025
ଅନ୍ୟାୟ ଓ ଅସତ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବଳିଦାନ ଦେଇଥିବା ବିରାଙ୍ଗନା ସୌମ୍ୟଶ୍ରୀ ବିଶିଙ୍କ ସ୍ମୃତିରେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି...