ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ସାରସମାଲ ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଭୂମି ଉପରେ ବିବାଦ ପୁଣି ଦେଖାଦେଇଛି। ଗତ ୬ ତାରିଖରେ ଏହାକୁ ନେଇ ସହ ସହ ଆଦିବାସି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ କିନ୍ତୁ ପୁଣି ସେହି ବିବାଦିତ ଜାଗାରେ କିଛି ଲୋକ ପ୍ଲଟିଁ ଆରମ୍ଭ କରିଛନ୍ତି ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସାରସମାଲ ଗ୍ରାମବାସୀ।ଏହାକୁ ନେଇ ମତ ରଖିଛନ୍ତି ପ୍ରଭାକର ଓରାମ ।