ମଙ୍ଗଳବା ଳବାର କଲମପୁର ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି ବଙ୍କାପଲା ଧାନ ମଣ୍ଡି ପରିଦର୍ଶନ କରିଥିଲେ । ଚଳିତ ବର୍ଷ ଖରିଫ ଧାନ ଉଠାଣରେ ଅହେତୁଳ ଚିଳମ୍ବା のゆり ସାରିଛି । ଅନେକ ସ୍ଥାନରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି ତେଣୁ ଚାଷୀ | କିଭଳି ତୁରନ୍ତ ଧାନ ଉଠାଣ ହେବ ହେବ ଏବଂ ଚାଷ ମଙ୍ଗଳବାର ଦିନ ସନେଇ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ବେଳେ ବି.ଡି.ଓ ଶ୍ରୀ ମାଣ୍ଡାଙ୍ଗିଙ୍କ ସମେତ କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ଗ୍ରାମ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ମୋତିଲାଲ ସେଠ ପ୍ରମୁଖ ଉପସ୍ଥିତ ଥିଲେ।