ଗୋଲନ୍ତରା: ଚିକିଟି ବ୍ଲକ ଅନ୍ତର୍ଗତ ଗିରିସୋଲା ପଂଚାୟତ ଏରେଣ୍ଡରା ଗ୍ରାମରେ ଅସହାୟ ବୃଦ୍ଧାଙ୍କୁ ଭେଟିଲେ ବିଜେପି ମଣ୍ଡଳ ସଭାପତି
ଚିକିଟି ବ୍ଲକ ଅନ୍ତର୍ଗତ ଗିରିସୋଲା ପଂଚାୟତ ଏରେଣ୍ଡରା ଗ୍ରାମ ର #ଗୁରୁବାରି_ପ୍ରଧାନ (ବୟସ ୫୦ ବର୍ଷ) ଦୀର୍ଘ ୫ ବର୍ଷ ହେଲା ପାରାଲେସେସ ରେ ପୀଡ଼ିତ ହୋଇଥିବା ଖବର ଶୁଣି ପିତାତଳି ମଣ୍ଡଳ ସଭାପତି ରେଣୁ ରେଡି ପୀଡ଼ିତ ଙ୍କ ଘରରେ ପହଞ୍ଚି କେମିତି ସରକାରୀ ସହାୟତା ମିଳିବ ତାହା ଉପରେ ଆଲୋଚନା କରିଥିଲେ l କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ l