Public App Logo
Jansamasya
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
No video available

ଭଣ୍ଡାରିପୋଖରୀ: ସିମୁଳିଆ ଗ୍ରାମରେ ପଡୋଶୀଙ୍କ ଆକ୍ରମଣ ନେଇ ଥାନାରେ ଅଭିଯୋଗ

ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତ ସିମୁଳିଆ ଗ୍ରାମର ଶ୍ରୀନିବାସ ରାଉତଙ୍କ ପତ୍ନୀ ରଜନୀରାଣୀଙ୍କୁ ପଡୋଶୀ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବା ନେଇ ରଜନୀ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଶୁକ୍ରବାର ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

MORE NEWS

ଭଣ୍ଡାରିପୋଖରୀ: ସିମୁଳିଆ ଗ୍ରାମରେ ପଡୋଶୀଙ୍କ ଆକ୍ରମଣ ନେଇ ଥାନାରେ ଅଭିଯୋଗ - Bhandari Pokhari News