ବିରାମହରାଜପୁର ଥାନା ଅନ୍ତର୍ଗତ ପଥର ଘାଟ ଠାରେ ପଞ୍ଚମୁଖି ହନୁମାନ ବାଟିକାର ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ତୁଳସୀ ରାମାୟଣ ନବାହ ପାରାୟଣ ଅପରାହ୍ନ 4ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହଅଯାଇଛି l ହିଲୁଙ୍ଗ ଏବଂ ପଥର ଘାଟର ପଞ୍ଚ ମୁଖି ହନୁମାନ ବାଟିକା କମିଟି ପକ୍ଷରୁ ଆୟୋଜିତ ଏହି ପାରାୟଣକୁ ବ୍ୟାସ ଭାବରେ ତରଣୀ ସେନ ତ୍ରିପାଠୀ ଯୋଗଡେଇ ସଂଗୀତମୟ ତୁଳସୀ ରାମାୟଣ ପାରାୟଣ ଗାନ କରିଥିଲେ l ଏହି ଅବସରେ ଉକ୍ତ ଅଂଚଳରେ ଆଧ୍ୟାତ୍ମିକ ପରିନେସ ସୃଷ୍ଟିହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁଭକ୍ତ ଯୋଡେଇ ଆଧ୍ୟାତ୍ମିକ ଲାଭ ଉଠାଇଥିବା ଦେଖିବକି ମିଳିଛି l