ଗୋବିନ୍ଦପୁର: ଜୁରାପାଲି ଓ ଗର୍ଡେଗା ଠାରେ ଲୋକମୁକ୍ତି ସଂଗଠନ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ କୁ ନେଇ ବୈଠକ ଅନୁଷ୍ଠିତ
Govindpur, Sambalpur | Jul 27, 2025
ଲୋକମୁକ୍ତି ସଙ୍ଗଠନ ପକ୍ଷରୁ ବାମରା ବ୍ଲକ ଅନ୍ତର୍ଗତ ଜୁରାପାଲି ଓ ଗର୍ଡେଗା ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ...