ପାରଳାଖେମୁଣ୍ଡି ରଥଯାତ୍ରା ରେ ପିଲାଙ୍କ ଖେଳ ପାଇଁ ଆସିଥିବା ବୋଟରେ ଏକ ବେବସାୟୀ ଗୋଟିଏ 12 ବର୍ଷ ବାଳକକୁ କାର୍ଯ୍ୟରେ ନିୟୋଜିତ କରିଥିଲେ ସେ ପିଲାଟି ବହୁତ ସମୟ ପାଣିରେ ରହି ପିଲାମାନଙ୍କୁ ଖେଳିବାରେ ସହଯୋଗ କରୁ ଥିଲେ ସେଥିପାଇଁ ପିଲାଟିକୁ ବ୍ୟବସାୟୀ ଜଣକ କିଛି ପଇସା ଦେଉଥିଲେ | ପ୍ରାଥମିକ ତଦନ୍ତରୁ ଜଣାଗଲା ଯେ ପିଲାଟିର ବାପା ମରିଯାଇଛନ୍ତି. ପିଲା ହେଉଛି ଖୋର୍ଦ୍ଧା ଜିଲ୍ଲାର ବୋଲି ଜିଲ୍ଲା ପ୍ରଶାସନ ଗୁରୁବାର 11ଟା ରେ ସୂଚନା ଦେଇଛନ୍ତି