କଟକ ପୌରାଞ୍ଚଳ: ନାରାଜ ରେ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବା ବେଳେ ବନ୍ୟାଜଳ ଦେଖିବାକୁ ରବିବାର ସନ୍ଧ୍ୟା ରେ ଟ୍ରାଫିକ ଜାମ।
Cuttack M Corp PS, Cuttack | Jul 27, 2025
ରବିବାର ସଂଧ୍ୟାରେ ନାରାଜ ବ୍ୟାରେଜ ଛକ ରେ ପ୍ରବଳ ଗହଳି ହୋଇଥିଲା, ବନ୍ୟାଜଳ ଦେଖିବାକୁ ଲୋକେ ରୁଣ୍ଡ ହୋଇଯାଇଥିଲେ, ଫଳରେ ଯାତାୟାତ ବାଧା...