ମନ୍ତ୍ରୀ କରକମଳରେ ମେଡ଼ିସିନ ଷ୍ଟୋରର ଶୁଭ ଉଦଘାଟନ ଆଜି ସକାଳ ଏଗାରଟା ସମୟରେ ପୋଲସରା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ବୁଗୁଡ଼ା ସହରର ପଞ୍ଚା ଗଳି ଠାରେ ଏକ ନୂତନ ମେଡ଼ିସିନ ଷ୍ଟୋର ମନ୍ତ୍ରୀ ଙ୍କ କରକମଳରେ ଉଦଘାଟନ ହୋଇଯାଇଛି। ଆଜି ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟୁ ଅବିନାଶ ମେଡିସିନ ଷ୍ଟୋରକୁ ଉଦଘାଟନ କରିଥିଲେ । ଉକ୍ତ ସମୟରେ ବୁଗୁଡ଼ା ଅଞ୍ଚଳର ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।