କାକଟପୁର: କୋଣାର୍କ ମନ୍ଦିର ସମ୍ମୁଖରୁ ହଟିଲା ସେଡ୍, ଏଏସଆଇର ଭୁଲ ନିଷ୍ପତ୍ତି ପାଇଁ ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା
Kakatpur, Puri | Jul 29, 2025
ବିଶ୍ଵ ଐତିହ୍ୟ କୋଣାର୍କ ସମ୍ମୁଖରୁ ହଟିଲା ସେଡ୍। ଏହା ସୂର୍ଯ୍ୟମନ୍ଦିର ସ୍ୟୈନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ଅଭିଯୋଗ ହେବାରୁ ଏହାକୁ ରାତି ଅଧିଆ...