ରାଉଲିଗୁଡା ଗ୍ରାମରେ ପାଣିରେ ବୁଡି ଜଣେ ମହିଳାର ମୃତୁ ହୋଇଛି। ମହିଳା ଜଣକ ସେହି ଗ୍ରାମର ବୁଦାଇ ଗୌଡ଼ 50 ବର୍ଷ। ସେ ଲୁଗା ସଫକରିବାକୁ ଗ୍ରାମ ପାଖ ପଖରି କୁ ସଖାଳେ ଯାଇଥିଲେ। ପାଣିରେ ତାଙ୍କ ମୃତ ଶରୀର ଭାସୁଥିବା ଦେଖି ପାଖରେ ଗାଈ ଜାଗୁଳାଇ ପିଲା ମାନେ ପରିବାର ବର୍ଗକୁ ସୂଚନା ଦେଇଥିଲେ। ଏହାପରେ ପରିବାର ସଦର୍ଶ ମାନେ ଡାବୁଗାଁ ଥାନାରେ ଏତଲା ଦେବା ପରେ ଶବ ଜବତ କଲା ଡାବୁଗାଁ ପୋଲିସ। ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ