କୁଆଖିଆ ମହୋତ୍ସବ କମିଟି ପକ୍ଷରୁ ରସୁଲପୁର ବ୍ଲକ ସଭା ଗୃହରେ ୧୮ତମ କୁଆଖୁଆ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l କୁଆଖୁଆ ମହୋତ୍ସବ କମିଟିର ସଭାପତି ଶିଶିର କୁମାର ମହାନ୍ତିଙ୍କ ସଭାପତିତ୍ୱରେ ୧୮ତମ କୁଆଖୁଆ ମହୋତ୍ସବ ନିର୍ମିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ କୋରେଇ ବିଧାୟକ ଆକାଶ ଦାସ ନାୟକ,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ମହୋତ୍ସବକୁ ଲୋକାଭିମୁଖୀ କରାଯିବା କ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହ ଦେବାକୁ ଘୋଷଣା କରିଥିଲେ ।