Public App Logo
Jansamasya
National
Delhi
Digitalindia
Didyouknow
Fidfimpact
Pmmsy
Constitutionday
Matsyasampadasesamriddhi
Kisancreditcard
Fitwithfish
Fisheries
Nfdp
Samvidhandivas
Indianconstitution
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

କୋଟପାଡ: ବୈପାରୀଗୁଡା ଠାରେ କୋରାପୁଟ ଟିଚର୍ସ କ୍ରିକେଟ ପ୍ରିମିୟାର ଲିଗ ସିଜନ-2 ଉଦ୍ଘାତିତ, ଏହି ଅବସରରେ ସଙ୍ଘ ସଭାପତି ରଖିଲେ ପ୍ରତିକ୍ରିୟା

Kotpad, Koraput | Nov 30, 2025
ବୈପାରୀଗୁଡା ଠାରେ ଆଜି ସକାଳ ୯ ଟା ସମୟରେ କୋରାପୁଟ ଟିଚର୍ସ କ୍ରିକେଟ ପ୍ରିମିୟାର ଲିଗ ସିଜନ-2 ଉଦ୍ଘାତିତ ହୋଇଯାଇଛି l ଏନେଇ ବୈପାରୀଗୁଡା ମିନି ଷ୍ଟେଡିୟମ ଠାରେ ପ୍ରତିକ୍ରିୟା ରଖିଲେ ବୈପାରୀଗୁଡା ଶିକ୍ଷକ ସଙ୍ଘର ସଭାପତି ସୁରେନ୍ଦ୍ର ଖରା l ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ଖେଳାଳି ତଥା ଶିକ୍ଷକଙ୍କୁ ନାଚ ଗୀତ ମାଧ୍ୟମରେ ପଡିଆ ଭିତରକୁ ପାଛୋଟି ଅଣାଯାଇଥିଲା l ଅତିଥି ମାନେ ରିବନ କାଟି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ l ଏଥିରେ କୋରାପୁଟ ଜିଲ୍ଲର ବିଭିନ୍ନ ବ୍ଲକରୁ ଦଶଟି  ଦଳ ଭାଗ ନେଇଛନ୍ତି l

MORE NEWS