ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ତା ନେଇ ଉଠିଲା ବଡ଼ ପ୍ରଶ୍ନ l spy ଚଷମା କ୍ୟାମେରା ଜବତ କଲା ପୋଲିସ, କାଯ୍ୟଳୟରେ ସୂଚନା ଦେଲେ ଅତିରିକ୍ତ ଏସପି l
Puri M, Puri | Jul 29, 2025
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ତା ନେଇ ଉଠିଲା ବଡ଼ ପ୍ରଶ୍ନ l କଡା ସୁରକ୍ଷା ବଳୟ ଭିତରେ କିଭଳି ଗଲା spy ଚଷମା କ୍ୟାମେରା l spy କ୍ୟାମେରା ସିଜ...