ବଡ଼ିବିଲଡିଂ ରେ ମିଷ୍ଟର ବୈପାରୀଗୁଡା ଆୱାର୍ଡ ପାଇଲେ ଟାଙ୍ଗିଣୀଗୁଡା ଗାଁ ର ଵେବରାଜ ନାୟକ,ଆଜି ରାତ୍ର ଗାରଟା ସମୟରେ ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପରଵ ମଣ୍ଡପରେ ଆୟୋଜିତ ବଡ଼ିବିଲଡିଂ ରେ ମିଷ୍ଟର ବୈପାରୀଗୁଡା ଆୱାର୍ଡ ପାଇଲେ ଟାଙ୍ଗିଣୀଗୁଡା ଗାଁ ର ଵେବରାଜ ନାୟକ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବ୍ଲକ ଆଦକ୍ଷ, ଉପାଧଖା, ଜିଲ୍ଲା ପରିସରରେ ସଭ୍ୟ, ସରପଞ୍ଚ, ସମିତି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ lଏହି କାର୍ଯ୍ୟକ୍ରକୁ ଷ୍ଟେଲିନ ଜିମ ପକ୍ଷରୁ ଆୟୋଜିତ ହୋଇଥିଲା l