ସୋନପୁର: ସାଗରପାଲି ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳନ...
ସୂଚନା ଅନୁସାରେ ଆଜି ଅପରାହ୍ନ 2.30 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସାଗରପାଲି ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ AIDs ଦିବସ ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀ, MO ଆୟୁଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ, ସ୍କୁଲ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l AIDs ଦ୍ଵାରା ଘଟୁଥିବା ରୋଗ ଗୁଡିକ ଯୁବ-ସମାଜରେ କିପରି ପ୍ରଭାବ ପକାଉଅଛି ଏବଂ ଏହାର ପ୍ରତିକାର ବିଷୟରେ ତାଲିମ ଦେଇଥିଲେ l ଡାକ୍ତର ତ୍ରିପାଠୀ ସମ୍ପୂର୍ଣ ଭାବରେ ଉକ୍ତ ବିଷୟରେ ଛାତ୍ର