ବାଲେଶ୍ବର ମ୍ୟୁନିସିପାଲଟି: ପୌରପାଳିକା କାର୍ଯ୍ୟାଳୟ ଠାରେ ସହରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ
Baleshwar M, Balasore | Jul 30, 2025
ଆଜି ଦିନ ୧ଟାରେ ବାଲେଶ୍ଵର ପୌରପାଳିକା କାର୍ଯ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କୁ ଭେଟିଲେ ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ...