କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଠାରେ ସତନାମି ସମ୍ପ୍ରଦାୟ ପକ୍ଷରୁ ଘାସି ଦାସ ବାବା ଙ୍କ 269 ତମ ଜନ୍ମ୍ ଜୟନ୍ତୀ ଗୁରୁବାର ପାଳନ କରା ଯାଇଛି |ଏହି ଅବସର ରେ କଳସ ଯାତ୍ରା ରେ ସତନାମି ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସ୍ଥାନୀୟ ମୁଦୁରା ନଦୀରୁ ଶୁଭ ପାଣି ଆଣି ବାବା ଙ୍କ ଜୈତ ଖମ୍ବ ଠାରେ ନେଇ ସ୍ଥାପନ କରି ପୂଜାର୍ଚନା ପରେ ଧ୍ଵଜା ରୋହଣ କରିଥିଲେ |