ଜି ଉଦୟଗିରି: ଜି ଉଦୟଗିରି ପୋଲିସ ସହର ଅଞ୍ଚଳ ରେ ବିନା ହେଲମେଟ ରେ ବାଇକ୍ ଚଲାଇବା,ଆବଶ୍ୟକୀୟ କାଗଜପତ୍ର ନ ଥିବା ଯୋଗୁଁ ଦୁଇଟି ମାମଲା ରୁଜୁ ହୋଇଅଛି
G Udayagiri, Kandhamal | Jun 30, 2025
ଜି ଉଦୟଗିରି ପୋଲିସ ସହର ଅଞ୍ଚଳ ରେ ବିନା ହେଲମେଟ ରେ ବାଇକ୍ ଚଲାଇବା,ଆବଶ୍ୟକୀୟ କାଗଜପତ୍ର ନ ଥିବା,ଅଧିକ ବ୍ୟକ୍ତି ଗାଡ଼ିରେ ବସି ଥିବା ଅଭିଯୋଗ...