ନାଲକୋ: ଭରସା ହରାଇଲା ଅନୁଗୁଳର ସାତକୋଶିଆ ଅଭୟାରଣ୍ୟ
Nalco, Angul | Jul 8, 2024 ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବେଶ୍ ଖ୍ୟାତି ଅର୍ଜନ କରିଥିଲା। ଏହି ଅଭୟାରଣ୍ୟ ମହାବଳ ବାଘ ବଂଶ ବିସ୍ତାର ପାଇଁ ଏକ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଥିଲା l ନିକଟରେ ରାଜ୍ୟର ଅନ୍ୟ ଅଭୟାରଣ୍ୟକୁ ମହାବଳ ଅଣାଯିବ ବୋଲି ଯୋଜନା ହୋଇଛି। ସାତକୋଶିଆ କିନ୍ତୁ ଏ କ୍ଷେତ୍ରରେ ଭରସା ହରାଇଛି।ତେବେ ରବିବାର ଅପରାହ୍ନ ସମୟରେ ସଂପର୍କରେ ଆରସିସିଏଫ ପଚାରିବାରୁ ଆଲୋଚନା ଚାଲିଛି ବୋଲି କହିଥିଲେ