କେରାଯୋଳି ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯକ୍ରମ ଅନୁଷ୍ଠିତ ଉପସ୍ଥିତ ଥିଲେ ସରପଞ୍ଚ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଲି ଗାଁରେ ସୋମବାର ଅପରାହ୍ନ ୩ଟାରେ ପଲ୍ଲୀରେ ପ୍ରଶାସନ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ସେଥିମଧ୍ୟରୁ କିଛି ସାମୂହିକ ଏବଂ କିଛି ବ୍ୟକ୍ତିଗତ ଅଭିଯୋଗ ଆସିଛି ତେବେ ଖୁବଶୀଘ୍ର ସମସ୍ତ ଅଭିଯୋଗକୁ ସମାଧାନ କରାଯିବ ବୋଲି କହିଛନ୍ତି ସରପଞ୍ଚ ରାଜ କିଶୋର ସାହୁ ।ଏହି ଶିବିରରେ ପଞ୍ଚାୟତର ଲୋକ ମାନେ ଉପସ୍ଥିତ ଥିବା ବେଳେ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।