ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ବିଜୁ କଲ୍ୟାଣୀ ମଣ୍ଡପ ରେ ସରକାରୀ କର୍ମ ଚାରି ଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଜେଏମସ ମେଡିକାଲ ପକ୍ଷରୁ ବୁଧୁବାର 12ଟା ରେ ସରକାରୀ କର୍ମ ଚାରି ଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଛି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବିଭିନ୍ନ ରୋଗ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି ଔଷଧ ମଧ୍ୟ୍ୟ ଦିଆଯିବ ବୋଲି ସୂଚନା ମେଳିଛି