ନୂଆଗାଁ: କୁମ୍ବାରସାହିଠାରେ ଅନୁଷ୍ଠିତ ଭାଗବତ ଜୟନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଲେ ଚିକିଟି ବିଧାୟକ
Nuagaon, Ganjam | Sep 18, 2024 ଚିକିଟି ସହରର କୁମ୍ବାରସାହିରେ ଅନୁଷ୍ଠିତ ଭାଗବତ ଜୟନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା l ଏନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି l