ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ମହିଳା ଙ୍କୁ ଦୁର୍ବ୍ୟବହାର ସହିତ ଝଗଡ଼ା କରିଥିବା ଘଟଣା ଆଜି ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା
ଗତ କିଛି ଦିନ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ସ୍ଥାନୀୟ ଗ୍ରାମର ଜଣେ ମହିଳା ଙ୍କୁ ଦୁର୍ବ୍ୟବହାର କରି ମାଡ଼ ମାରିବା ପାଇଁ ଉଦ୍ୟମ କରିଥିବା ଘଟଣା କୁ ନେଇ ଆଜି ଶନିବାର ଦିନ ରାତ୍ର ସାତ ଘଣ୍ଟା ସମୟରେ ଥାନରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି