ବାଙ୍କୀ: ରୁଚିକା ମାର୍କେଟ ପରିସରରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଧାୟକଙ୍କ ଯୋଗଦାନ
Banki, Cuttack | Feb 19, 2024 ରୁଚିକା ମାର୍କେଟ ପରିସରରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ।ଅଧକ୍ଷ୍ୟା ମାଣିକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଜନ ସାଧାରଣ ଯୋଗଦାନ କରିଥିଲେ।ସରକାରଙ୍କ ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା କରାଯାଇଥିଲା।