କେଞ୍ଚୁଡ଼ି ଗାଁରେ ଅଗ୍ନି ବିପନ୍ନଙ୍କ ଘରେ ପହଞ୍ଚିଲେ ବିଧାୟକ ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ କେଞ୍ଚୁଡ଼ି ଗ୍ରାମରେ ସୁକୁରା ପିଙ୍ଗୁଆଙ୍କ ଘର ଗତ ୫ ତାରିଖ ଦିନ ଘର ଜଳି ଯାଇଥିଲା ଏ ନେଇ ଖବର ପାଇଁ ରବିବାର ଅପରାହ୍ନ ୪ଟାରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ସାଆନ୍ଦା ସରପଞ୍ଚ ଜୟନ୍ତୀ ଦାସ ,ସାମାଜିକ କର୍ମୀ ଆଶିଷ ପଣ୍ଡା ଓ ଅନ୍ୟ ମାନ୍ୟ ଗଣ ବ୍ୟକ୍ତି ପହଞ୍ଚି ସମବେଦନା ଜଣାଇବା ସହ ତାଙ୍କୁ ବସ୍ତ୍ର ଓ ଶୀତ ବସ୍ତ୍ର ଦେବା ସହ ବିଧାୟକ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଖୁବ୍ ଶୀଘ୍ର ତାଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଘର ଦେବାକୁ ବିଭାଗିୟ ଅଧିକାରୀଙ୍କୁ ନିର୍ଦ