ଗଂଜାମ ଜିଲ୍ଲା ଭଂଜନଗର କଳିଙ୍ଗା ଘାଟି ଠାରେ ପୁଣି ବସ ଦୁର୍ଘଟଣା ଘଟିଛି । ଏହି ବସ ଦୁର୍ଘଟଣାରେ ଯଦିଓ କାହାର କିଛି କ୍ଷତି ହୋଇନଥିବାର ସୂଚନା ମିଳିଥିବା ବେଳେ ଘଟଣା ଟି ଅ।ଜି ସକାଳ 6 ଘଣ୍ଟ ସମୟରେ ଘଟିଥିବା ଖବର ମିଳିଛି । ତେବେ କେଉଁ କାରଣରୁ ଗାଡିଟି ଦୁର୍ଘଟଣା ଘଟିଛି ତାହା ସ୍ଵଷ୍ଟ ହୋଇନଥିବା ବେଳେ ଭୂବନେଶ୍ଵର ରୁ ଦାରିଙ୍ଗିବାଡି ପର୍ଯ୍ୟଟକଙ୍କୁ ଧରି ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି ।