ଢେଙ୍କାନାଳ ସଦର: ଢେଙ୍କାନାଳ ସହରରେ ଗାଡି ଥାଇ ନୟାଗଡ଼ରେ କଟିଲା ଟୋଲ ଫି, ଟାଉନ ଥାନାରେ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କଲେ ମାଲିକ
Dhenkanal Sadar, Dhenkanal | Jul 16, 2025
ଏବେ ଘରେ ଗାଡି ଥାଇ ଗାଡି ନ ଚାଲି ମଧ୍ୟ ଟୋଲ ଫ୍ରି ଦେବାକୁ ପଡ଼ୁଛି ବୋଲି ଆଜି ଢେଙ୍କାନାଳ ଟାଉନ ଥାନାରେ ସହରର ଜଣେ ଗାଡି ମାଲିକ ଅଭିଯୋଗ...