କୋରାପୁଟ ସହର: କୋରାପୁଟ ରାୟଗଡ଼ା ଜାତୀୟ ରାଜପଥର ପୋଡାଗଡ ନିକଟ ରେ କୋରାପୁଟ ଆର୍ତ୍ତିଓ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ
କୋରାପୁଟ ସହର..ଆଜି ସନ୍ଧ୍ୟା ଛଅ ଟା ବାଜି ତିରିଶି ମିନିଟ୍ ସମୟରେ କୋରାପୁଟ ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥ ପୋଡ଼ାଗଡ ନିକଟରେ mvi ବା rto ଯାଞ୍ଚ ଚାଲି ଥିବା ଦେଖା ଦେଇଛି। ଏହି ଯାଞ୍ଚ ରେ ଗାଡ଼ିର କାଗଜ ପତ୍ର ସହ ଗାଡ଼ି ଚାଳକ ମାନଙ୍କୁ ମଦ୍ୟ ପାନ ଯାଞ୍ଚ କର ଯାଇଥିବା ଦେଖା ଦେଇଛି ।