ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ଚତୁର୍ଥ ପଞ୍ଚାୟତ ସେମିତି ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଦିଗପହଣ୍ଡି ବ୍ଲକ୍ ଅଫିସ୍ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ । ଦିଗପହଣ୍ଡି ବ୍ଲକ୍ ଅଧୀନସ୍ଥ ପ୍ରତି ପଞ୍ଚାୟତରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର ସମସ୍ୟା ଅତି ଶୀଘ୍ର ପୁରଣ କରିବା ପାଇଁ ପ୍ରତିସ୍ମୃତି ଦେଇଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଡ଼ିଓ , ସମସ୍ତ ସରପଞ୍ଚ , ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।