ନୀଳଗିରି: ମଛଦା ଗ୍ରାମ ରେ ଆମ୍ବ ତୋଳିବାକୁ ନେଇ ମା କୁ ମାରିଲେ ପୁଅ,ଅଭିଯୋଗ ପରେ ପୋଲିସ ଗିରଫ କଲା ପୁଅ କୁ,
ଆମ୍ବ ବିଛାଇବାରୁ ମା କୁ ମାଡ଼ ଥାନାରେ ଅଭିଯୋଗ ପରେ ପୁଅ କୁ ଗିରଫ କଲା ଖଇରା ପୋଲିସ, ଖଇରା ବ୍ଲକ ଗଗନଧୂଳି ପଂଚାୟତ ମଛଦା ଗ୍ରାମ ରେ ନିର୍ମଳ ନାଥ ଙ୍କ ବାଡ଼ି ରେ ଆମ୍ବ ଗଛ ଥିବାରୁ ଗତକାଲି ନିର୍ମଳ ଙ୍କ ମା ସୀତା ନାଥ ଗଛ ରୁ ଆମ୍ବ ତୋଳିବାକୁ ନେଇ ପୁଅ ନିର୍ମଳ ମାକୁ ମାଡ଼ ମାରିବା ସହିତ ଗାଳିଗୁଲଜ କରିବାକୁ ନେଇ ମା ସୀତା ଖଇରା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଖଇରା ପୋଲିସ ଆଜି ପୁଅ ନିର୍ମଳ କୁ ଗିରଫ କରି ଆଜି ରବିବାର ଅପରାହ୍ନ 3 ଘଟିକା ସମୟରେ କୋର୍ଟ ଚାଲାଣ କରିଛନ୍ତି l