ଲୋଚନ ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ମାନଝରୀ ଚାମ୍ପିଅନ । ଆଜି 17ତାରିଖ ବୁଧବାର ଅପରାହ୍ନ 4ଟାରେ ଗ୍ରୀଣ୍ଡୁଳ ଠାରେ ଚାଲିଥିବା ଲୋଚନ ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୁଲ ଗ୍ରାମର ମାଁ ଧାମନପୁରେନ କ୍ରିକେଟ କ୍ଲବ ତରଫରୁ ଲୋଚନ ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବରେ ମାନଝରୀ ସରପଞ୍ଚ ଜଗଜୀବନ ଅଘ୍ରିଆ,