ଓଡ଼ିଶାର ଉଚ୍ଚତମ ସୃଙ୍ଗ ଦେଓମାଳି ଠାରେ ଆସନ୍ତା ୧୬ ତାରିଖ ଦିନ ହେବାକୁ ଥିବା ଦେଓମାଳି ଉତ୍ସବ ନିମନ୍ତେ ବ୍ଳକ୍ କାର୍ଯ୍ୟାଳୟ ଠାରେ ଆଜି ଦିନ ୨ଟା ସମୟରେ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଅଛି। ଗୋଷ୍ଠି ଉନ୍ନୟନ ଅଧିକାରୀ ରାମ କୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଟି ଆୟୋଜନ କରାଯାଇଥିଲା। ଆସନ୍ତା ମଙ୍ଗଳାବର ଦିନ ହେବାକୁ ଥିବା ଦେଓମାଳି ଉତ୍ସବକୁ ସାଫଲ୍ୟ କରିବା ନିମନ୍ତେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁରୋଧ କରିଥିଲେ।