ଆଜି ଝାରସୁଗୁଡ଼ା ଜିଲ୍ଲା ରେ ଚାଷୀଙ୍କ ସମସ୍ୟା ନେଇ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ପ୍ରବକ୍ତା ବିରଞ୍ଚି ସାହୁ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ ମିଲ ମାଲିକ ଧର୍ମଘଟ ଯୋଗୁଁ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ତେଣୁ ସରକାର ଓ ପ୍ରଶାସନ ଉଭୟ ସଠିକ୍ ପଦକ୍ଷେପ ଗ୍ରହଣ କରି ଚାଷୀଙ୍କ ଦୁଃଖ ବୁଝନ୍ତୁ।