ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାରାୟଣପୁର ଗ୍ରାମ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ପଂଚାୟତ ସମିତି ସୋନପୁର ତରଫରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି!ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରତୀକ କର ଯୋଗ ଦେଇ ଆପତ୍ତି, ଅଭିଯୋଗ ର ଶୁଣାଣି କରିଥିଲେ ,କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପାଣିଗ୍ରାହୀ,ସରପଞ୍ଚ ପ୍ରମୋଦ ଧରୁଆ, ସି ଆର ସି ସି ସମୀର କୁମାର ପଣ୍ଡା, ଭି ଏ ଦବ୍ଲ୍ୟୁ ଶୁଭଗିନୀ ମେହେର, ଜି ପି ଡି ଓ ପଦ୍ମନାଭ ପଣ୍ଡା ସ୍ଵଛ ଭାରତ ମିଶନ ରୁ ବିବେକାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।