ହିନ୍ଦୋଳ: ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଗ୍ରାମବାସୀଙ୍କୁ ଗାଳି ଗୁଲଜ ଘଟଣାରେ ଭାପୁର ଫାଣ୍ଡିରେ ଅଭିଯୋଗ
ଢେ଼ଙ୍କାନାଳ ଜିଲ୍ଲା ସଦର ଥାନା ଚନ୍ଦ୍ରଶେଖର ପ୍ରାସାଦ ଗ୍ରାମପଞ୍ଚାୟତ ଅଉଖମା ଗ୍ରାମର ଗ୍ରାମବାସୀମାନେ ଆଜି ମଙ୍ଗଳବାର ଦିନ ବାଲେଶ୍ୱର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରା ତାଙ୍କ ଭାଇମାନଙ୍କୁ ଧରି ଗ୍ରାମରେ ଅପ୍ରିତିକର ପ୍ରରିସ୍ଥିତି ସୃଷ୍ଟି କରିବା ତଥା ଗ୍ରାମବାସୀମାନଙ୍କୁ ଗାଳି ଗୁଲଜ କରିଥିଲେ। ଏ ଘଟଣାକୁ ନେଇ ଅଉଖମା ଗ୍ରାମବାସୀମାନେ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଗ୍ରାମବାସୀମାନେ ୭ଟାରେ ଦ୍ୱିପଦାନ କରିଛନ୍ତି ।